ଭାରତୀୟ ନୌସେନା ଭାରତ ମହାସାଗରର ଗାର୍ଜିୟନ- ପିଏମ ମୋଦି
ନୂଆଦିଲ୍ଲୀ, 20 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭାରତୀୟ ନୌସେନାକୁ ଭାରତ ମହାସାଗରର ''ଗାର୍ଜିଆନ୍'' ବୋଲି ସମ୍ବୋଧନ କରିଛନ୍ତି ଏବଂ ଆଇଏନଏସ୍ ବିକ୍ରାନ୍ତରୁ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱର ସବୁଠାରୁ ବଡ଼ ରକ୍ଷା ନିର୍ଯ୍ୟାତକ୍ ଦେଶ
ଭାରତୀୟ ନୌସେନା ଭାରତ     ମହାସାଗରର ଗାର୍ଜିୟନ- ପିଏମ ମୋଦି


ନୂଆଦିଲ୍ଲୀ, 20 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ସୋମବାର ଦିନ ଭାରତୀୟ ନୌସେନାକୁ ଭାରତ ମହାସାଗରର 'ଗାର୍ଜିଆନ୍' ବୋଲି ସମ୍ବୋଧନ କରିଛନ୍ତି ଏବଂ ଆଇଏନଏସ୍ ବିକ୍ରାନ୍ତରୁ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱର ସବୁଠାରୁ ବଡ଼ ରକ୍ଷା ନିର୍ଯ୍ୟାତକ୍ ଦେଶମାନଙ୍କ

ମଧ୍ୟରେ ଅନ୍ତର୍ଭୁକ୍ତ କରିବା।

ଦୀପାବଳିର ଅବସରରେ

ପ୍ରଧାନମନ୍ତ୍ରୀ ମୋଦି ଗୋଆରେ ଥିବା ଆଇଏନଏସ୍ ବିକ୍ରାନ୍ତରେ ନୌସେନା ସେନାନୀମାନଙ୍କର ସାହସ

ବଢ଼ାଇବାକୁ ପହଞ୍ଚିଥିଲେ। ଏହି ଅବସରରେ ସେ ଉପସ୍ଥିତ ସେନାମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଗତ ଏକ ଦଶନ୍ଧିରେ ଆମର ସେନା ଦ୍ରୁତ ଭାବରେ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହୋଇଛି। ଆମର

ସେନା ଏପର୍ଯ୍ୟନ୍ତ ହଜାର ହଜାର ପଦାର୍ଥର ଏମିତି ତାଲିକା ତିଆରି କରିଛି ଯାହାକୁ ଏବେ ବାହାରୁ

ଆଣାଯିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande