ନୂଆଦିଲ୍ଲୀ, 20 ଅକ୍ଟୋବର (ହି.ସ.)- ରାଷ୍ଟ୍ରପତିଙ୍କୁ
ସାକ୍ଷାତ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ଉପରାଷ୍ଟ୍ରପତି ସିପି
ରାଧାକ୍ରିଷ୍ଣନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାକଳିର
ଶୁଭେଚ୍ଛା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା