
ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ 8ତମ ଆଇଏସଏ ସମ୍ମିଳନୀରେ ମୁଖ୍ୟ ଅଭିଭାଷଣ ଦେବେ। ନବୀନ ଓ ନବୀକରଣଯୋଗ୍ୟ ଉର୍ଜା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଆଇଏସଏ ର ଉଦ୍ଘାଟନ ଅଧିବେଶନକୁ ସମ୍ବୋଧନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ