ଛଠ୍ ପୂଜାରେ ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.) - ଛଠ୍ ପୂଜାରେ ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ସୂର୍ଯ୍ୟ ଉପାସନା ଏବଂ ଲୋକ ଆସ୍ଥାର ମହାପର୍ବ ଛଠର ଶେଷ
ଛଠ୍ ପୂଜାରେ ଉଦୟ     ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)

- ଛଠ୍ ପୂଜାରେ

ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ସୂର୍ଯ୍ୟ ଉପାସନା ଏବଂ ଲୋକ

ଆସ୍ଥାର ମହାପର୍ବ ଛଠର ଶେଷ ଅନୁଷ୍ଠାନ ଉଷା ଅର୍ଘ୍ୟ ଅବସରରେ ଉଦୟମାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ

ଅର୍ପଣ କରିବାର ପବିତ୍ର ସୌଭାଗ୍ୟ ମିଳିଲା।

ଏହି ପବିତ୍ର ପର୍ବ ଆମ

ସଂସ୍କୃତିର ଗଭୀରତା, ମାତୃଶକ୍ତିଙ୍କ

ତପସ୍ୟା ଓ ପରିବେଶ ପ୍ରତି ଆମର କୃତଜ୍ଞତାର ପ୍ରତୀକ ଅଟେ। ଭଗବାନ ସୂର୍ଯ୍ୟ ଏବଂ ଛଠି ମାଆଙ୍କ

ନିକଟରେ ପ୍ରାର୍ଥନା — ତାଙ୍କ ଆଶୀର୍ବାଦ

ସମସ୍ତ ଦେଶବାସୀଙ୍କ ଉପରେ ସର୍ବଦା ରହୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande