ଆଜି ବିହାରର ଦରଭଙ୍ଗା, ସମସ୍ତିପୁର ଓ ବେଗୁସରାୟରେ ନିର୍ବାଚନୀ ପ୍ରଚାର କରିବେ ଅମିତ ଶାହ
ନୂଆଦିଲ୍ଲୀ, 29 ଅକ୍ଟୋବର (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରମୁଖ ନିର୍ବାଚନ ପ୍ରଚାରକ, ଓଜସ୍ୱୀ ବକ୍ତା ଏବଂ କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ବିହାରରେ ତିନିଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ। ସେ ଜନତାଙ୍କୁ ଭାଜପା ନେତୃତ୍ୱାଧ
ଆଜି ବିହାରର ଦରଭଙ୍ଗା,     ସମସ୍ତିପୁର ଓ ବେଗୁସରାୟରେ ନିର୍ବାଚନୀ ପ୍ରଚାର କରିବେ ଅମିତ ଶାହ


ନୂଆଦିଲ୍ଲୀ, 29 ଅକ୍ଟୋବର (ହି.ସ.)- ଭାରତୀୟ ଜନତା

ପାର୍ଟି (ବିଜେପି)ର ପ୍ରମୁଖ ନିର୍ବାଚନ ପ୍ରଚାରକ, ଓଜସ୍ୱୀ ବକ୍ତା ଏବଂ କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ

ଶାହ ଆଜି ବିହାରରେ ତିନିଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ। ସେ ଜନତାଙ୍କୁ ଭାଜପା

ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀମାନଙ୍କୁ ବିଜୟୀ

କରିବାକୁ ଅନୁରୋଧ କରିବେ।

ବିଜେପିର ‘ଏକ୍ସ’ ହ୍ୟାଣ୍ଡଲ୍‌ରେ ସେୟାର ହୋଇଥିବା କାର୍ୟକ୍ରମ ଅନୁସାରେ, ଅମିତ ଶାହ ଦ୍ୱିପ୍ରହର 12ଟା 15ମିନିଟ୍‌ରେ ଦରଭଙ୍ଗା ଜିଲ୍ଲାର

ଅଲୀନଗର ଅଞ୍ଚଳର ପୋହଦ୍ଧି ବେଲା ହାଇସ୍କୁଲ୍‌ ମୈଦାନରେ, ତାହା ପରେ ଦ୍ୱିପ୍ରହର 1ଟା 30ମିନିଟ୍‌ରେ ସମସ୍ତିପୁର ଜିଲ୍ଲାର

ରୋସଡା ଅଞ୍ଚଳର କର୍ପୁରୀ ଷ୍ଟେଡିଅମରେ ଏବଂ ଏହା ପରେ ଅପରାହ୍ନ 3ଟାରେ ବେଗୁସରାୟ ଜିଲ୍ଲାର

ଭଗବାନପୁରରେ ଜନସଭାକୁ ସମ୍ବୋଧନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande