କଂଟାବାଞ୍ଜି ପାଖରେ କେନ୍ଦୁ କାଠ ବୋଝେଇ ଦୁଇଟି ମୋଟର ସାଇକେଲ ଓ ଗୋଟିଏ ଟ୍ରକ କେନ୍ଦୁ ଗଣ୍ଡି ବୋଝେଇ ଜବତ
ବଲାଙ୍ଗୀର, ୦୪ ଅକ୍ଟୋବର(ହି.ସ.) – ମୁରିବାହାଲ ଏବଂ କଂଟାବାଞ୍ଜି ରେଞ୍ଜ ଦ୍ୱାରା ମିଳିତ ରାତ୍ରି ପାଟ୍ରୋଲିଂ ସମୟରେ, ଆଜି ୦୪.୧୦.୨୦୨୫ ଦିନ ପ୍ରାୟ ରାତ୍ରି ୦୩.୦୦ ଟା ସମୟରେ କଂଟାବାଞ୍ଜି ସେକ୍ସନର କସାମାଲ ଗ୍ରାମ ନିକଟରେ, କଂଟାବାଞ୍ଜି ରେଞ୍ଜର କର୍ମଚାରୀମାନେ କେନ୍ଦୁକାଠ ବୋଝେଇ ଦୁଇଟି ମୋଟରସାଇକେଲ (
କଣ୍ଟାବାଞ୍ଜି ପାଖରେ କେନ୍ଦୁ କାଠ ବୋଝେଇ ଦୁଇଟି ମୋଟରସାଇକେଲ ଓ ଗୋଟିଏ ଟ୍ରକ କେନ୍ଦୁ ଗଣ୍ଡି ବୋଝେଇ ଜବତ

ବଲାଙ୍ଗୀର, ୦୪ ଅକ୍ଟୋବର(ହି.ସ.) – ମୁରିବାହାଲ ଏବଂ କଂଟାବାଞ୍ଜି ରେଞ୍ଜ ଦ୍ୱାରା ମିଳିତ ରାତ୍ରି ପାଟ୍ରୋଲିଂ ସମୟରେ, ଆଜି ୦୪.୧୦.୨୦୨୫ ଦିନ ପ୍ରାୟ ରାତ୍ରି ୦୩.୦୦ ଟା ସମୟରେ କଂଟାବାଞ୍ଜି ସେକ୍ସନର କସାମାଲ ଗ୍ରାମ ନିକଟରେ, କଂଟାବାଞ୍ଜି ରେଞ୍ଜର କର୍ମଚାରୀମାନେ କେନ୍ଦୁକାଠ ବୋଝେଇ ଦୁଇଟି ମୋଟରସାଇକେଲ (ଓଡ଼ି ୦୮ ଜେଡ ୪୧୦ ଏବଂ ଓ ଆର୍ ୩ଜି ୭୬୧୩) ଏବଂ ଏକ ଟ୍ରକ(ଏଚ୍‌ପି ୭୨ବି ୫୨୮୨) ଜବତ କରିଥିଲେ। ଘଟଣାସ୍ଥଳରୁ ଜଣଙ୍କୁ ଅଟକ ରଖାଯାଇଛି। ଜବତ ଗାଡି ଏବଂ ସାମଗ୍ରୀକୁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଛି। ଅଧିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande