ଜଗଦଲପୁର, 4 ଅକ୍ଟୋବର (ହି.ସ.)
- କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହ ଆଜି (ଶନିବାର) ବସ୍ତର ଦଶହରାର ବିଶେଷ କାର୍ଯ୍ୟକ୍ରମ ମୁଡ଼ିଆ ଦରବାରରେ
ଜଗଦଲପୁରରେ ୮୦ଟି ପ୍ରଗଣାରୁ ଆସିଥିବା ମାଝୀ-ମୁଖିଆମାନଙ୍କୁ ଭେଟି ତାଙ୍କ ସମସ୍ୟା ସୁଣିବେ। ଏହା
ପ୍ରଥମ ଥର ପାଇଁ ହେବ ଯେ କୌଣସି କେନ୍ଦ୍ରୀୟ ଗୃହମନ୍ତ୍ରୀ ଏହି ପାରମ୍ପରିକ ଦରବାରରେ ଆସି
ଜନଜାତିୟ ପ୍ରତିନିଧିମାନଙ୍କ ସହିତ ସିଧାସଳଖ କଥାହେବେ। ବିଶ୍ୱପ୍ରସିଦ୍ଧ ବସ୍ତର ଦଶହରାର ଏହି
ପାରମ୍ପରିକ ପ୍ରଥା ପଗତ 145 ବର୍ଷ ଧରି
ଚାଲିଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା