ନୂଆଦିଲ୍ଲୀ, 4 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ସମସ୍ତ ଯୁବକମାନଙ୍କୁ ପାଇଁ
62,000 କୋଟି ଟଙ୍କାଠାରୁ ଅଧିକ ମୂଲ୍ୟର ଯୋଜନାଗୁଡ଼ିକର ଆରମ୍ଭ କରିବେ। ଶିକ୍ଷା,
କୌଶଳ
ବିକାଶ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଯୋଜନାଗୁଡ଼ିକ ଆରମ୍ଭ କରାଯାଉଛି।
ପ୍ରଧାନମନ୍ତ୍ରୀ ସକାଳ 11ଟାରେ ନୂଆଦିଲ୍ଲୀ ଅବସ୍ଥିତ ବିଜ୍ଞାନ ଭବନରୁ ଏହି ଯୋଜନାର ଉଦ୍ଘାଟନ
କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା