ନେପାଳରେ ବର୍ଷା କାରଣରୁ ବ୍ୟାପକ କ୍ଷୟ କ୍ଷତିକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 05 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳରେ ବର୍ଷା କାରଣରୁ ବ୍ୟାପକ କ୍ଷୟ କ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଏକ ପୋଷ୍ଟରେ କହିଛନ୍ତି ନେପାଳରେ ଭାରୀ ବର୍ଷା କାରଣରୁ ଜୀବନ ହାନି ସମେତ ବ୍ୟାପକ କ୍ଷୟକ୍ଷତି ହେବା ଖବର ଜ
ନେପାଳରେ ବର୍ଷା କାରଣରୁ ବ୍ୟାପକ କ୍ଷୟ କ୍ଷତିକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 05 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳରେ ବର୍ଷା କାରଣରୁ ବ୍ୟାପକ କ୍ଷୟ କ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଏକ ପୋଷ୍ଟରେ କହିଛନ୍ତି ନେପାଳରେ ଭାରୀ ବର୍ଷା କାରଣରୁ ଜୀବନ ହାନି ସମେତ ବ୍ୟାପକ କ୍ଷୟକ୍ଷତି ହେବା ଖବର ଜାଣି ମୁଁ ଦୁଃଖିତ । ଏହି କଠିନ ସମୟରେ ନେପାଳର ଜନସାଧାରଣ ଓ ସେଠାକାର ସରକାର ସହ ଆମେ ଠିଆ ହୋଇଛୁ । ଏକ ମିତ୍ରବତ ପଡୋଶୀ ରୂପେ ଭାରତ ସବୁ ପ୍ରକାର ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande