ଜୟପୁର, 6 ଅକ୍ଟୋବର (ହି.ସ.)
କୋରାପୁଟ.. ରାୟଗଡ଼ା 326 ନମ୍ୱର ଜାତୀୟ ରାଜପଥର ପଞ୍ଚଡା ନିକଟ ଦସମନ୍ତପୂର୍ ଛକ ନିକଟରେ ବସ ସହ ବାଇକ ଆରୋହି ମୁହାମୁହିଁ ଧକା। ଘଟଣା ସ୍ଥଳ ବାଇକ୍ ରେ ଥିବା ଝିଅ ର ମୃତ୍ୟୁ। ଅନ୍ୟ ତିନି ବାଇକ ରେ ବାପା ମାଆ ଏବଂ ଅନ୍ୟ ଗୋଟିଏ ଝିଅ ଗୁରୁତର। ଗୁରୁତର ଙ୍କୁ କୋରାପୁଟ ବଡ ମେଡ଼ିକାଲ୍ ରେ ଭର୍ତ୍ତି। ଜଗା କାଳିଆ ନାମକ ଘୋରଇ ବସ ଟି ଗୁଣୁପୁର ରୁ ଉମରକୋଟ ଯାଉଥିଲା। ଏବଂ ବାଇକ ଆରୋହି ନିଜର ଝିଅ ମାନକୁ ଧରି ଡି ପଞ୍ଚଡା ରୁ ଦଶମନ୍ତପୁର କୋଟାଆମ୍ଭ କୁ ଯାଉଥିଲେ। ଘଟଣା ସ୍ଥଳରୁ ବସ ଡ୍ରାଇଭର ଫେରାର। ବର୍ତମାନ ଘଟଣା ସ୍ଥଳକୁ କାକରିଗୁମା ପୁଲିସ ସହ ଅଗ୍ନିଶମ ବିଭାଗ ପୋହଁଚୀ ଉଦ୍ଧାର କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି