'ଗଜଲକ୍ଷ୍ମୀ ପୂଜା' ଉପଲକ୍ଷେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ''ଗଜଲକ୍ଷ୍ମୀ ପୂଜା'' ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପବିତ୍ର ''ଗଜଲକ୍ଷ୍ମୀ ପୂଜା'' ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ମା'' ଲକ୍ଷ୍ମୀ ହେଉଛନ୍ତି ସମୃଦ୍ଧି ଓ ସମ୍
'ଗଜଲକ୍ଷ୍ମୀ ପୂଜା' ଉପଲକ୍ଷେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 'ଗଜଲକ୍ଷ୍ମୀ ପୂଜା' ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପବିତ୍ର 'ଗଜଲକ୍ଷ୍ମୀ ପୂଜା' ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ମା' ଲକ୍ଷ୍ମୀ ହେଉଛନ୍ତି ସମୃଦ୍ଧି ଓ ସମ୍ପନ୍ନତାର ପ୍ରତୀକ । ମା'ଙ୍କ ପାଖରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande