ନୂଆଦିଲ୍ଲୀ, 06 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶରତ ପୂର୍ଣିମା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମୋ ଦେଶର ସମସ୍ତ ପରିବାରଜନଙ୍କୁ ଶରତ ପୂର୍ଣ୍ଣିମାର ଅନେକ ଶୁଭେଚ୍ଛା। ଏହି ପବିତ୍ର ଅବସର ଆପଣମାନଙ୍କ ପାଇଁ ସମୃଦ୍ଧି, ଖୁସି ଏବଂ ଭଲ ସ୍ୱାସ୍ଥ୍ୟ ନେଇଆସୁ। ମା ଲକ୍ଷ୍ମୀ ଏବଂ ଚନ୍ଦ୍ରଦେବଙ୍କର କୃପା ଦ୍ୱାରା ସମସ୍ତଙ୍କର କଲ୍ୟାଣ ହେଉ, ଏତିକି କାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ