ଏସଆଇ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ
ଭୁବନେଶ୍ୱର, 6 ଅକ୍ଟୋବର (ହି.ସ.)- ଏସଆଇପରୀକ୍ଷା ଦୁର୍ନୀତି ନେଇ ଯୁବ ଓ ଛାତ୍ର ବିଜେଡ଼ିର ହାଲ୍ଲାବୋଲ। ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ଛକରେ ପ୍ରତିବାଦ ସଭା କରିଛି ଛାତ୍ର ବିଜେଡି । ସିବିଆଇ ତଦନ୍ତ ଦାବିରେ ଶତାଧିକ ଯୁବ ଛାତ୍ର ନେତା ଓ କର୍ମୀ ଏକାଠି ହୋଇ ବିକ୍ଷୋଭ
ଏସଆଇ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ


ଭୁବନେଶ୍ୱର, 6 ଅକ୍ଟୋବର (ହି.ସ.)- ଏସଆଇପରୀକ୍ଷା ଦୁର୍ନୀତି ନେଇ

ଯୁବ ଓ ଛାତ୍ର ବିଜେଡ଼ିର ହାଲ୍ଲାବୋଲ। ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ଛକରେ ପ୍ରତିବାଦ ସଭା

କରିଛି ଛାତ୍ର ବିଜେଡି । ସିବିଆଇ ତଦନ୍ତ ଦାବିରେ ଶତାଧିକ ଯୁବ ଛାତ୍ର ନେତା ଓ କର୍ମୀ ଏକାଠି

ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande