ଯୁକ୍ତ ୨ ପରୀକ୍ଷା ପାଇଁ ୨୦ରୁ ଫର୍ମ ଫିଲ ଅପ୍‌
ଭୁବନେଶ୍ୱର, ୬ ଅକ୍ଟୋବର (ହି.ସ)- ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍ ନେଇ ସିଏଚଏସଇ ତାରିଖ ଘୋଷଣା କରିଛି। ଘୋଷଣା ଅନୁଯାୟୀ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ଭିତରେ ଫର୍ମ ପୂରଣ କରିବେ। ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ ତାରିଖରୁ ୨୫ ତାରିଖ ଭିତରେ ଫର୍ମ ଭ
ଯୁକ୍ତ ୨ ପରୀକ୍ଷା ପାଇଁ ୨୦ରୁ ଫର୍ମ ଫିଲ ଅପ୍‌


ଭୁବନେଶ୍ୱର, ୬ ଅକ୍ଟୋବର (ହି.ସ)- ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍ ନେଇ ସିଏଚଏସଇ ତାରିଖ ଘୋଷଣା କରିଛି। ଘୋଷଣା ଅନୁଯାୟୀ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ଭିତରେ ଫର୍ମ ପୂରଣ କରିବେ। ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ ତାରିଖରୁ ୨୫ ତାରିଖ ଭିତରେ ଫର୍ମ ଭରିବେ। ନଭେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ୨୦୦ ଟଙ୍କା ଫାଇନ୍ ଦେଇ ଫର୍ମ ଫିଲଅପ୍ କରିହେବ ଏବଂ ୬ ଶହ ଟଙ୍କା ଫାଇନ୍ ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଫର୍ମ ପୂରଣ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande