ସମ୍ବଲପୁର, ୦୮ ଅକ୍ଟୋବର(ହି.ସ.) – କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଚତୁର୍ଥ ଓଡ଼ିଶା ରାଜ୍ୟ ଅସୀଚାଳନା ପ୍ରତିଯୋଗିତାରେ ପ୍ରଥମ ଦିନରେ ସମ୍ବଲପୁରକୁ ସ୍ୱର୍ଣ୍ଣ ପଦକ ମିଳିଛି। ସବ ଜୁନିଅର ସେବରରେ ବରେନ୍ୟା ଗୌତମୀ ଭାଗ ନେଇଥିଲେ। ସେ ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗର୍ବ ସୃଷ୍ଟି କରାଇଛନ୍ତି ସ୍ୱର୍ଣ୍ଣ ପଦକ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏଥିସହ ସେ ଜାତୀୟ ସ୍ତରୀୟ ଅସୀଚାଳନା ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି କ୍ଷ ପଦକ ବିଜେତାଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼ଃ ସତ୍ୟନାରାୟଣ ତାଣ୍ଡି ଓ କ୍ରିଡାବିତ୍ ମାନେ ଅଶେଷ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି କ୍ଷ ଏହି ଖବର ପାଇ ସମଗ୍ର ସମ୍ବଲପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ