୩୧ଗ୍ରାମ୍‌ ବ୍ରାଉନସୁଗାର ଜବତ, ଦୁଇ ଗିରଫ।
ଖୋର୍ଦ୍ଧା,, 10 ନଭେମ୍ବର (ହି.ସ.)ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପୋଲିସ ସୋମବାର ଅପରାହ୍ନରେ ଜରିପୋଖରୀ ନିକଟରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ଚଢ଼ଉ କରି ୩୧ଗ୍ରାମ୍‌ ବ୍ରାଉନସୁଗାର ସମେତ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଜବତ କରିଛି। ଗିରଫ ମାନେ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥ
ବ୍ରାଉନ ସୁଗର


ଖୋର୍ଦ୍ଧା,, 10 ନଭେମ୍ବର (ହି.ସ.)ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପୋଲିସ ସୋମବାର ଅପରାହ୍ନରେ ଜରିପୋଖରୀ ନିକଟରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ଚଢ଼ଉ କରି ୩୧ଗ୍ରାମ୍‌ ବ୍ରାଉନସୁଗାର ସମେତ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଜବତ କରିଛି। ଗିରଫ ମାନେ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଚନ୍ଦ୍ରମାପାଟପୁର ଅଞ୍ଚଳର ଆଲୋକ କୁମାର ସାହୁ ଓ ଆଦର୍ଶ ଥାନା ଠେଙ୍ଗାହାଟର ସୁନିତା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଶିଳ୍ପାଞ୍ଚଳ ଥାନା ପୋଲିସ ସୁତ୍ରରୁ ପ୍ରକାଶ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande