ଡ଼ିଭାଇଡ଼ରରେ ପିଟି ହୋଇ ଯୁବକ ଆହତ
କୋରାଇ, ୧୦ ନଭେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ବଜାର ଉପରେ ଭାରସାମ୍ୟ ହରାଇ ଡ଼ିଭାଡ଼ର ସହିତ ଧକ୍କା ହୋଇ ଜଣେ ଯୁବକ ଆହତ ହୋଇଛନ୍ତି। ପ୍ରକାଶଯେ ଭଦ୍ରକ ଜିଲ୍ଲା ମଂଜୁରୀ ରୋଡ଼ ଅଂଚଳର ଆଶୀର୍ବାଦ ଦାସ କୈାଣସି ଏକ କାମରେ ନିଜ ବାଇକରେ ଯାଜପୁର ରୋଡ଼ ଅଭିମୂଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ
ଡ଼ିଭାଇଡ଼ରରେ ପିଟି ହୋଇ ଯୁବକ ଆହତ


କୋରାଇ, ୧୦ ନଭେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ବଜାର ଉପରେ ଭାରସାମ୍ୟ ହରାଇ ଡ଼ିଭାଡ଼ର ସହିତ ଧକ୍କା ହୋଇ ଜଣେ ଯୁବକ ଆହତ ହୋଇଛନ୍ତି। ପ୍ରକାଶଯେ ଭଦ୍ରକ ଜିଲ୍ଲା ମଂଜୁରୀ ରୋଡ଼ ଅଂଚଳର ଆଶୀର୍ବାଦ ଦାସ କୈାଣସି ଏକ କାମରେ ନିଜ ବାଇକରେ ଯାଜପୁର ରୋଡ଼ ଅଭିମୂଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଡ଼ିଭାଇଡ଼ରରେ ବାଇକ ସହିତ ପିଟି ହୋଇଯାଇଥିଲେ। ଫଳରେ ବାଇକରୁ ପଡ଼ି ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଓ ରାଜପଥ ପେଟ୍ରୋଲିଂ ପୁଲିସ ତାଙ୍କୁ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେଁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande