
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ଦତ୍ତୋପନ୍ତ
ଠେଙ୍ଗଡିଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଭାରତୀୟ ମଜଦୁର ସଂଘ, ସ୍ୱଦେଶୀ ଜାଗରଣ
ମଂଚ ଓ ଭାରତୀୟ କିଷାନ ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡିଙ୍କ ଜୟନ୍ତୀରେ ତାଙ୍କୁ ସାଦର
ପ୍ରଣାମ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା