ଗୁଜରାଟର ଡେଡିୟାପାଡାରେ ଆଦିବାସୀଙ୍କ କୂଳଦେବୀଙ୍କ ଦର୍ଶନ କଲେ ପିଏମ ମୋଦି
ସୁରଟ/ନର୍ମଦା, 15 ନଭେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ନର୍ମଦା ଜିଲ୍ଲାର ଡେଡିଆପାଡା ଅଞ୍ଚଳରେ ପହଞ୍ଚି ସେଠାରେ ଥିବା ସାଗବାରା ସ୍ଥିତ ଆଦିବାସୀମାନଙ୍କର କୁଳଦେବୀ ଦେବମୋଗରା ମାତା ମନ୍ଦିରରେ ବିଧିବତ ପୂଜା–ଅର୍ଚ୍ଚନା କରିଛନ୍ତି । ଗୁଜରାଟ, ମହା
ଗୁଜରାଟର ଡେଡିୟାପାଡାରେ     ଆଦିବାସୀଙ୍କ କୂଳଦେବୀଙ୍କ ଦର୍ଶନ କଲେ ପିଏମ ମୋଦି


ସୁରଟ/ନର୍ମଦା, 15 ନଭେମ୍ବର (ହି.ସ.)

- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଜି ଗୁଜରାଟର ନର୍ମଦା ଜିଲ୍ଲାର ଡେଡିଆପାଡା ଅଞ୍ଚଳରେ ପହଞ୍ଚି ସେଠାରେ ଥିବା

ସାଗବାରା ସ୍ଥିତ ଆଦିବାସୀମାନଙ୍କର କୁଳଦେବୀ ଦେବମୋଗରା ମାତା ମନ୍ଦିରରେ ବିଧିବତ ପୂଜା–ଅର୍ଚ୍ଚନା କରିଛନ୍ତି । ଗୁଜରାଟ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଏବଂ

ରାଜସ୍ଥାନର ଆଦିବାସୀ ସମାଜ ପାଇଁ ଏହି ମନ୍ଦିର ଚାରିଟିଏ ରାଜ୍ୟର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ

ଆସ୍ଥା ଓ ଭକ୍ତିର ପ୍ରମୁଖ କେନ୍ଦ୍ର।

ପ୍ରଧାନମନ୍ତ୍ରୀଙ୍କ ଆଗମନ

ସମୟରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କର ଭୟଙ୍କର ଭିଡ଼ ଜମିଥିଲା, ସମଗ୍ର ଅଞ୍ଚଳରେ ଉତ୍ସାହର

ପରିବେଶ ଦେଖାଯାଉଥିଲା।

ସମାଜ ଓ ଦେଶ ପାଇଁ ମଙ୍ଗଳ କାମନା କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦି

ମନ୍ଦିରରେ ପହଞ୍ଚି ମାତାଙ୍କ ଦର୍ଶନ ଓପୂଜା–ଅର୍ଚ୍ଚନା କରିଛନ୍ତି ଏବଂ ରାଜ୍ୟର ଆଦିବାସୀ ସମାଜ ସହିତ ସମସ୍ତ ଦେଶ ପାଇଁ

ମଙ୍ଗଳକାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande