ନୌଗାମ ପୋଲିସ ଷ୍ଟେସନ ବିସ୍ଫୋରଣକୁ ନେଇ ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ, 15 ନଭେମ୍ବର (ହି.ସ.)- ନୌଗାମ ପୋଲିସ ଷ୍ଟେସନ ବିସ୍ଫୋରଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ଅନେକ ସୁରକ
ନୌଗାମ ପୋଲିସ ଷ୍ଟେସନ     ବିସ୍ଫୋରଣକୁ ନେଇ ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧି


ନୂଆଦିଲ୍ଲୀ, 15 ନଭେମ୍ବର (ହି.ସ.)- ନୌଗାମ ପୋଲିସ

ଷ୍ଟେସନ ବିସ୍ଫୋରଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି । ଲୋକସଭାରେ ବିରୋଧୀ ଦଳ

ନେତା ରାହୁଲ ଗାନ୍ଧି କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା

ବିସ୍ଫୋରଣରେ ଅନେକ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଓ ଅନେକ ଆହତ ହେବା ପୀଡାଦାୟକ ଓ ଚିନ୍ତାଜନକ

ଅଟେ ।

ଲାଲକିଲା ହମ୍‌ଲା ସହିତ ଜଡିତ

ବିସ୍ଫୋଟକର ଯାଂଚ ସମୟରେ ଏହି ଭୀଷଣ ଅଘଟଣ ଘଟିଛି ।

ସହିଦଙ୍କୁ ବିନମ୍ର

ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାହୁଲ ଗାନ୍ଧି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande