ନୀତୀଶ କ୍ୟାବିନେଟର ଶେଷ ବୈଠକରେ ତିନି ପ୍ରସ୍ତାବ ଉପରେ ମୋହର, ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ପାଟଣା, 17 ନଭେମ୍ବର (ହି.ସ.)-ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟର ଶେଷ ବୈଠକ ହୋଇଛି । ଯେଉଁଥିରେ ତିନିଟି ପ୍ରସ୍ତାବକୁ ମଞ୍ଜୁରି ମିଳିବା ପରେ ନୀତୀଶ କୁମାର ନିଜ ଇସ୍ତଫା ରାଜ୍ୟର ରାଜ୍ୟପାଳ ଆରିଫ୍ ମୋହାମ୍ମଦ ଖାନଙ୍କୁ ପ୍ରଦ
ନୀତୀଶ     କ୍ୟାବିନେଟର ଶେଷ ବୈଠକରେ ତିନି ପ୍ରସ୍ତାବ ଉପରେ ମୋହର, ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ     କଲେ ମୁଖ୍ୟମନ୍ତ୍ରୀ


ପାଟଣା, 17 ନଭେମ୍ବର (ହି.ସ.)-ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ

ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟର ଶେଷ ବୈଠକ ହୋଇଛି । ଯେଉଁଥିରେ ତିନିଟି ପ୍ରସ୍ତାବକୁ

ମଞ୍ଜୁରି ମିଳିବା ପରେ ନୀତୀଶ କୁମାର ନିଜ ଇସ୍ତଫା ରାଜ୍ୟର ରାଜ୍ୟପାଳ ଆରିଫ୍ ମୋହାମ୍ମଦ ଖାନଙ୍କୁ

ପ୍ରଦାନ କରିଛନ୍ତି।

ନୀତୀଶ କୁମାର

ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ରାଜ୍ୟପାଳ ଆରିଫ୍

ମୋହାମ୍ମଦ ଖାନ ତାଙ୍କୁ ଅନୁରୋଧ କରିଛନ୍ତି ଯେ,

ନୂତନ ସରକାର ଗଠନ

ହେବା ପର୍ଯ୍ୟନ୍ତ ସେ ରାଜ୍ୟର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଭାବେ ରହନ୍ତୁ।

ଇସ୍ତଫା ପୂର୍ବରୁ

ନୀତୀଶ କୁମାର ସରକାରର ଶେଷ କାବିନେଟ ବୈଠକ କରିଛନ୍ତି। ବୈଠକରେ ମନ୍ତ୍ରିମଣ୍ଡଳକୁ ଭଙ୍ଗ କରିବାର

ପ୍ରସ୍ତାବ ପାସ୍ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande