
ଶ୍ରୀନଗର,18ନଭେମ୍ବର (ହି.ସ)-କାଉଣ୍ଟର
ଇଣ୍ଟେଲିଜେନ୍ସ କାଶ୍ମୀର (ସୀଆଇକେ) ଆଜି ସକାଳେ
କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ସମନ୍ୱିତ ଚଢାଉ କରିଛି। ବର୍ତ୍ତମାନ ଚଢାଉ ଜାରି ରହିଛି।ସରକାରୀ
ସୂତ୍ର କହିଛନ୍ତି ଯେ ଜଣେ ଡାକ୍ତରଙ୍କ
ସମ୍ପୃକ୍ତି ଥିବା ଆତଙ୍କବାଦୀ ଯୋଜନାର ତଦନ୍ତ ପାଇଁ ଶ୍ରୀନଗର, ଅନନ୍ତନାଗ ଏବଂ କୁଲଗାମରେ ଚଢାଉ କରାଯାଉଛି। ସୂତ୍ର
ଅନୁଯାୟୀ ଏହି ଅଭିଯାନରେ ଶ୍ରୀନଗରର ଶିରିନ ବାଗ ସ୍ଥିତ ଥିବା ସୁପର ସ୍ପେଶାଲିଟି ହସ୍ପିଟାଲରେ ମଧ୍ୟ ଚଢାଉ
କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା