ଅବକାରୀ ଚଢ଼ାଉ ୨ ଗିରଫ
ଜୟପୁର , 18 ନଭେମ୍ବର (ହି.ସ.)ଜୟପୁର ସଦର ଥାନା ଅନ୍ତର୍ଗତ ନୁଆପୁଟ ଓ ପଲକାପୁଟ ନୁଆପୁଟ ରେ ଅବକାରି ଥାନା ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ ୧୭ ଲିଟିର ଦେଶି ମଦ ଜବତ କରିଛି । ସୁଚନା ଅନୁଯାଇ ଜୟପୁର ନୁଆପୁଟ ରେ ଚଢାଉ କରି ବିଦ୍ୟା ଖରା (୪୯) କୁ ଗିରଫ କରି ତାଠାରୁ ୮ ଲିଟର ଦେଶି ମଦ ଜବତ କରିଛି । ସେ
ଅବକାରୀ ଚଢ଼ାଉ ୨ ଗିରଫ


ଜୟପୁର , 18 ନଭେମ୍ବର (ହି.ସ.)ଜୟପୁର ସଦର ଥାନା ଅନ୍ତର୍ଗତ ନୁଆପୁଟ ଓ ପଲକାପୁଟ ନୁଆପୁଟ ରେ ଅବକାରି ଥାନା ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ ୧୭ ଲିଟିର ଦେଶି ମଦ ଜବତ କରିଛି । ସୁଚନା ଅନୁଯାଇ ଜୟପୁର ନୁଆପୁଟ ରେ ଚଢାଉ କରି ବିଦ୍ୟା ଖରା (୪୯) କୁ ଗିରଫ କରି ତାଠାରୁ ୮ ଲିଟର ଦେଶି ମଦ ଜବତ କରିଛି । ସେହିପରି ପଲକାପୁଟ ନୁଆଗୁଡା ରେ ଚଢାଉ କରି ରଘୁ ମନ (୪୫) କୁ ଗିରଫ କରି ତା ଠାରୁ ୯ ଲିଟର ଦେଶି ମଦ ଜବତ କରିଛି । ୨ ଅଭିଯୁକ୍ତ କୁ ଗିରଫ କରି ଆଜି ସଂନ୍‌ସୁବ୍ରତ କେଶରି ହିରନ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande