
ଘଟଗାଁ ଭେମ୍ବର୧୮( ହିଁ ସ) କେନ୍ଦୁଝର ଜିଲାରେ ଜିଲାରେ ବଙ୍ଗାଳୀ ମୁସଲମାନଙ୍କ ଦ୍ବାରା । ବିଭିନ୍ନ ପ୍ରକାର ଅସାମାଜିକ ଘଟଣା ଘଟୁଥିବା ପ୍ରତିବାଦରେ ୧୮ ତାରିଖ ବିଶ୍ବହିନ୍ଦୁ ପରିଷଦ ରିଷଦ ପକ୍ଷରୁ କେନ୍ଦୁଝର ଜିଲା ବନ୍ଦ ଡାକ ଡାକରା ଦିଆଯାଇ ଥିଲା ଏହାର ପ୍ରଭାବରେ ଆନନ୍ଦପୁର ବନ୍ଦ ଡାକରା ସଫଳ ହୋଇଥିବା ଦେଖିବାକୁ ମିଳିଛି ।ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶୈଲଙ୍ଗ ବିଜି ମୋଟର ଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା ପରେ ଶୈଲଙ୍ଗ ଛକ ଠାରୁ ଏକ ବିରାଟ ଶୋଭା ଯାତ୍ରା ବାହାରି
ଘଷିପୁରା ବସଷ୍ଟାଣ୍ଡ ଶାଳ ପଡା ଖପରା ଖାଇ ଶାଳ ପଡା ର ସମସ୍ତ ଦୋକନ୍ ବଜାର ବନ୍ଦ୍ କରଥିଲେ।
ଏହି ବନ୍ଦ୍ କୁସମସ୍ତେ ସହଯୋଗ କରିଥିଲେ।
ସୂଚନାରୁ ପ୍ରକାଶ
। ଜିଲାରେ ପଶ୍ଚିମବଙ୍ଗରୁ ଆସି ଥିବା ମୁସଲମା ନମାନେ କେନ୍ଦୁଝରର ସରଳ ନିରାହ ଜନଜାତି ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖା ଦେଖାଇ,
ସଂସାର ବିବାହ କରିବା ଆଳ ଦେଖାଇ ଅପହରଣ ଓ ଅତ୍ୟାଚାର କରୁଛନ୍ତି । ଗତ ୧୫ ତାରିଖ ରାଂଶପାଳ ବ୍ଳକର ଉତୁମୁଣ୍ଡା ଗ୍ରାମରେ ଘଟିଥିବା ୯ ବର୍ଷୀୟ ଜନ ଜନଜାତି ଦିବ୍ୟାଙ୍ଗ ନାବାଳିକା ଧର୍ଷଣର ଶିକାର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । । ଏହି ଘଟଣାରେ ଗିରଫ ହୋଇଥିବା ମୁସଲମାନ ଯୁବକ
ଆସିଫ ଅନବର ଖାନକୁ ପୁଲିସ ତତ୍ପରତା ଦେଖାଇ କୋର୍ଟରେ ହଜାର କରିବା ପରେ ତାକୁ କେନ୍ଦୁଝର ଜିଲ୍ଲା କାରା ଗାରକୁ ପଠାଯାଇଛି।
ପୂର୍ବରୁ ବରାଳ ଲଜ୍ ଗଳିରେ ଏକ ଯୁବତୀର ତଣ୍ଟି କାଟି ହତ୍ୟା କେନ୍ଦୁଝର ଚମ୍ପୁଆ ଠାରେ ଏକ ଜନଜାତି ଝିଅକୁ ଗଣଦୁଷ୍କର୍ମ, କେନ୍ଦୁଝରରେ ଧଳାଜହର ଆଦି ମାଦକ ଦ୍ରବ୍ୟ ମାଧ୍ୟମରେ ଯୁବପିଢିଙ୍କୁ ପଥଭ୍ରଷ୍ଟ କରାଇବାରେ ଏହି ବେଙ୍ଗଲି ମୁସଲମାନମାନଙ୍କ ସମ୍ପୃକ୍ତି ବାରମ୍ବାର ସାମନାକୁ ଆସୁଛି । ବିଭିନ୍ନ ସ୍ଥାନରେ ଏହି ବ୍ୟକ୍ତିମାନେ ସରକାରୀ ଗୋଚର ଜମିକୁ ଜବରଦଖଲ କରି ନେଉଛନ୍ତି । ପ୍ରତିଦିନ କେନ୍ଦୁଝର ରାଜପଥ ଦେଇ ହେଉଥିବା ଗୋଳାଲାଣରେ ମଧ୍ୟ ଏହି ମାନଙ୍କର ସମ୍ପୃକ୍ତି ଦିନକୁ ଦିନ ବଢି ଚାଲିଛି । ଗାଁ ଗାଁ ରେ ବଙ୍ଗୀୟ ଫେରିବାଲା ମାନେ କମ୍ବଳ, ବାସନ, ପ୍ଲାଷ୍ଟିକ ଚିକ୍ରି କରିବା ନାମରେ ସାଧାରଣ ଆଦିବାସୀ ଜନଜାତି ଝିଅଙ୍କୁ ଫସାଇ ନାନା କୁକର୍ମ କରୁଛନ୍ତି । ଏହି ସବୁ ସମସ୍ୟାର ସମାଧାନ ସହିତ ଯଥା ଶୀଘ୍ର କେନ୍ଦୁଝର ଜିଲାରୁ ସମସ୍ତ ବଙ୍ଗାଳୀ ମୁସଲିମ ଓ ବାଂଲାଦେଶୀ ମୁସଲିମମାନଙ୍କୁ ନିଜ ସ୍ଥାନକୁ ପଠାଇବା ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି
ସୁଫଳ ନମିଳିବାରୁ ଏହାର ପ୍ରତିବାଦରେ ୧୮ ତାରିଖ ମଙ୍ଗଳବାର ସକାଳ ୬ ଘଟିକାରୁ ୧୨ ଘଣ୍ଡିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଦିଆଯାଇଥିଲା । ଏହି ବନ୍ଦ ଆଜି ସଫଳ ହୋଇଥିବା ଦେଖା ଯାଇଛି ଏହି ବନ୍ଦ ଡାକରା ରେ ଆନନ୍ଦପୁର ର ସମସ୍ତ କଲେଜ, ଦୋକାନ ବଜାର ଓ ଯାନବାହାନ ଚଳାଚଳ ଆଦି ବନ୍ଦ ରହିଥିଲା ।ଏହି ବନ୍ଦ୍ ବେଳେ
ବିଶ୍ବହିନ୍ଦୁ ପରିଷଦର ଅକ୍ଷୟ କୁମାର ସାହୁ ,ତୃପି ସାହୁ, ଚନ୍ଦନ ମହାରଣା, ପୋଲସ୍ତ ସାହୁ ,ହରିହର ସାହୁ,ଦିବ୍ୟଜ୍ୟୋତି ମୁଦୁଲି,ସରୋଜ କୁମାର ମହାରଣା, ପ୍ରମୁଖ ଙ୍କ ସହିତ ୧୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ସାମିଲ୍ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ