ପଞ୍ଚୁଗୋଛିଆ ସରପଞ୍ଚ ଓ ସମର୍ଥକ ମାନେ ବିଜେପିରେ ସାମିଲ
କେନ୍ଦୁଝର, 18 ନଭେମ୍ବର (ହି.ସ.) ମଙ୍ଗଳବାର ଦିନ ହାଟଡିହି ବିଜେପି କାର୍ଯ୍ୟାଳୟ ରେ ପଞ୍ଚୁଗୋଛିଆ ସରପଞ୍ଚ ଦିନେଶ କୁମାର ସେଠୀ ଓ ସମର୍ଥକ ମାନେ ବିଜେପି କାର୍ଯ୍ୟାଳୟ ରେ ଯୋଗ ପହଞ୍ଚି ଥିଲେ। ଯୁବ ସଶକ୍ତିକରଣ ପାଇଁ ସୌଭାଗ୍ୟ କୁମାର ସା, ସୁରେଶ ମହାନ୍ତି ବାପୁଜୀ ସା ଙ୍କ ଚେଷ୍ଟା ରେ ଏହି ମିଶ୍ରଣ ପର୍ବ
ପଞ୍ଚୁଗୋଛିଆ ସରପଞ୍ଚ ଓ ସମର୍ଥକ ମାନେ ବିଜେପିରେ ସାମିଲ


କେନ୍ଦୁଝର, 18 ନଭେମ୍ବର (ହି.ସ.) ମଙ୍ଗଳବାର ଦିନ ହାଟଡିହି ବିଜେପି କାର୍ଯ୍ୟାଳୟ ରେ ପଞ୍ଚୁଗୋଛିଆ ସରପଞ୍ଚ ଦିନେଶ କୁମାର ସେଠୀ ଓ ସମର୍ଥକ ମାନେ ବିଜେପି କାର୍ଯ୍ୟାଳୟ ରେ ଯୋଗ ପହଞ୍ଚି ଥିଲେ। ଯୁବ ସଶକ୍ତିକରଣ ପାଇଁ ସୌଭାଗ୍ୟ କୁମାର ସା, ସୁରେଶ ମହାନ୍ତି ବାପୁଜୀ ସା ଙ୍କ ଚେଷ୍ଟା ରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥ‌ିବା ବେଳେ ଆନନ୍ଦପୁର ବିଜେପି ନେତା ଆଲୋକ କୁମାର ସେଠୀ ଓ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ସୁଶାନ୍ତ କୁମାର ଜେନା ଙ୍କ ଦ୍ବାରା ମିଶ୍ରଣ ପର୍ବ ପାଳନ ହୋଇଥିଲା ।

ଏହି ମିଶ୍ରଣ ପରେ ବିଜୁ ଜନତା ଦଳର ଯୁବ ସରପଂଚ ଦିନେଶ କୁମାର ସେଠୀ ଅତୀତରେ ନବୀନ ପଟ୍ଟନାୟକ ଙ୍କ ଆର୍ଦଶ ରେ ଅନୁପ୍ରାଣିତ ହୋଇ ସରପଞ୍ଚ ପଦବୀ ପାଇଁ ଲଢି ବିଜୟୀ ହୋଇଥିଲେ। । ଏବେ ଜସ୍ବଶି ପ୍ରଧାନମନ୍ତ୍ରୀ ମୋଦି ଙ୍କ କାର୍ଯ୍ୟ ଶୈଳୀ ଓ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ବିକାଶ କାର୍ଯ୍ୟ ପାଇଁ ପାଇଁ ଏବେ ଆଗକୁ ମିଶ୍ରଣ ପର୍ବ ରେ ଶହେ ରୁ ଅଧୂକ ଲୋକ ବିଭିନ୍ନ ଦଳ ଛାଡ଼ି ଛାଡ଼ି ବିଜେପି ରେ ଯୋଗ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande