ଯୁବ ପରିବାରକୁ ସହଯୋଗର ହାତ ବଢାଇଲା ଅଂଶୁମାନ ଟ୍ରଷ୍ଟ
ଧର୍ମଶାଳା,୧୮ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅରେଇକଣା ପଂଚାୟତର ବିଜେପି ଯୁବ ସଂଗଠକ ଦୁଷ୍ମନ୍ତ ରାୟ ଏକ ଦୁର୍ଘଟଣାର ଶିକାର ହୋଇ ୨ଟି ଗୋଡରେ ଘୋର ଆଘାତ ଲାଗିଥିଲା । ତାଙ୍କ ପରିବାରର ଏକମାତ୍ର ରୋଜଗାର ବ୍ୟକ୍ତି ହୋଇଥିବା ବେଳେ ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ପରାମର୍ଶ
ଯୁବ ପରିବାରକୁ ସହଯୋଗର ହାତ ବଢାଇଲା ଅଂଶୁମାନ ଟ୍ରଷ୍ଟ


ଧର୍ମଶାଳା,୧୮ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅରେଇକଣା ପଂଚାୟତର ବିଜେପି ଯୁବ ସଂଗଠକ ଦୁଷ୍ମନ୍ତ ରାୟ ଏକ ଦୁର୍ଘଟଣାର ଶିକାର ହୋଇ ୨ଟି ଗୋଡରେ ଘୋର ଆଘାତ ଲାଗିଥିଲା । ତାଙ୍କ ପରିବାରର ଏକମାତ୍ର ରୋଜଗାର ବ୍ୟକ୍ତି ହୋଇଥିବା ବେଳେ ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ପରାମର୍ଶ କ୍ରମେ ତାଙ୍କ ପରିବାର ନିକଟରେ ଅଂଶୁଂମାନ ଟ୍ରଷ୍ଟର କର୍ମକର୍ତା ପଂହଚି ସହଯୋଗର ହାତ ବଢାଇଛନ୍ତି । ଏନେଇ ଦୁଷ୍ମନ୍ତଙ୍କ ପରିବାର ପକ୍ଷରୁ ବିଧାୟକ ଶ୍ରୀ ସାହୁ ଓ ଟ୍ରଷ୍ଟର ସମସ୍ତ ସଭ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande