ଜିଲ୍ଲାପାଳଙ୍କୁ ବାଲିଯାତ୍ରା ଖର୍ଚ୍ଚର ହିସାବ ମାଗିଲେ କଟକ ମେୟର
ଭୁବନେଶ୍ୱର, 18 ନଭେମ୍ବର (ହି.ସ.) - ଜିଲ୍ଲାପାଳଙ୍କୁ ବାଲିଯାତ୍ରା ଖର୍ଚ୍ଚର ହିସାବ ମାଗିଲେ କଟକ ମେୟର । ବାଲିଯାତ୍ରା ବିବାଦକୁ ନେଇ ପୁଣି ବର୍ଷିଛନ୍ତି ମେୟର ସୁବାସ ସିଂ । ଜିଲ୍ଲାପାଳ ଜାଣିଶୁଣି ତାଙ୍କ ପସନ୍ଦର କଂପାନୀକୁ ଟେଣ୍ଡର ଦେଇଛନ୍ତି ବୋଲି ମେୟର କହିଛନ୍ତି । ----
ଜିଲ୍ଲାପାଳଙ୍କୁ ବାଲିଯାତ୍ରା ଖର୍ଚ୍ଚର ହିସାବ ମାଗିଲେ କଟକ ମେୟର


ଭୁବନେଶ୍ୱର, 18 ନଭେମ୍ବର (ହି.ସ.)

- ଜିଲ୍ଲାପାଳଙ୍କୁ ବାଲିଯାତ୍ରା ଖର୍ଚ୍ଚର ହିସାବ ମାଗିଲେ

କଟକ ମେୟର । ବାଲିଯାତ୍ରା ବିବାଦକୁ ନେଇ ପୁଣି ବର୍ଷିଛନ୍ତି ମେୟର ସୁବାସ ସିଂ । ଜିଲ୍ଲାପାଳ

ଜାଣିଶୁଣି ତାଙ୍କ ପସନ୍ଦର କଂପାନୀକୁ ଟେଣ୍ଡର ଦେଇଛନ୍ତି ବୋଲି ମେୟର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande