ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୪ ଟ୍ରେନ୍ ବାତିଲ
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ)- ଖୋର୍ଦ୍ଧା ରୋଡ ମଣ୍ଡଳ ଅନ୍ତର୍ଗତ ତାଳଚେର-ତାଳଚେର ରୋଡ ସେକ୍ସନରେ ଚେନପାଲ ଲେଭଲ୍ କ୍ରସିଂ ଗେଟ୍ ରେ ନିର୍ମାଣଓଧିନ ରେଳ ଓଭର ବ୍ରିଜ୍ ପାଇଁ ଗାର୍ଡର ଲଂଚ ସମୟରେ ସୁରକ୍ଷାକୁ ଦୃଷ୍ଟିର ରଖି ନଭେମ୍ବର ୧୯ ଓ ୨୦ ତାରିଖରେ ୪ଟି ଟ୍ରେନ୍ ବାତିଲ କରିବାକୁ ନିଷ୍ପତି ହୋଇଛି।

୧୯.୧୧.୨୦୨୫ (ବୁଧବାର) ରେ ଟ୍ରେନ୍ ସଂଖ୍ୟା ୧୮୧୨୫, ରାଉରକେଲା-ପୁରୀ ଏକ୍ସପ୍ରେସ ବାତିଲ ରହିବ। ସେହିପରି ୨୦.୧୧.୨୦୨୫ (ଗୁରୁବାର) ରେ ବାତିଲ ହେଉଥିବା ଟ୍ରେନ ଗୁଡିକ ହେଲା ଟ୍ରେନ୍ ସଂଖ୍ୟା ୧୮୧୨୬, ପୁରୀ-ରାଉରକେଲା ଏକ୍ସପ୍ରେସ , ଟ୍ରେନ୍ ସଂଖ୍ୟା ୨୨୮୩୯, ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏବଂ ଟ୍ରେନ୍ ସଂଖ୍ୟା ୨୨୮୪୦, ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande