ଭବାନୀପାଟଣା ସର୍କିଟ ହାଉସ ଠାରେ ରାଜ୍ୟ ମହିଳା କମିଶନ ଙ୍କୁ ଭବ୍ୟ ସ୍ଵାଗତ
ଭବାନୀପାଟଣା 19ନଭେମ୍ବର (ହି. ସ)ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ନେତ୍ରୀ ଶ୍ରୀମତୀ ସୋଭୋନା ମହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ୱ ନେବା ପରେ ପ୍ରଥମ କରି କଳାହାଣ୍ଡି ଗସ୍ତ ରେ ଆସି ଭବାନୀପାଟଣା ସର୍କିଟ ହାଉସ ଠାରେ ପହଞ୍ଚି ଥିଲେ ,ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ସହ
ଭବାନୀପାଟଣା ସର୍କିଟ ହାଉସ ଠାରେ ରାଜ୍ୟ ମହିଳା କମିଶନ ଙ୍କୁ ଭବ୍ୟ ସ୍ଵାଗତ


ଭବାନୀପାଟଣା 19ନଭେମ୍ବର (ହି. ସ)ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ନେତ୍ରୀ ଶ୍ରୀମତୀ ସୋଭୋନା ମହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ୱ ନେବା ପରେ ପ୍ରଥମ କରି କଳାହାଣ୍ଡି ଗସ୍ତ ରେ ଆସି ଭବାନୀପାଟଣା ସର୍କିଟ ହାଉସ ଠାରେ ପହଞ୍ଚି ଥିଲେ ,ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ସହ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରୀମତୀ ସୋଭନା ମହାନ୍ତି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ

ଏହି ସ୍ବାଗତ ସମ୍ୱର୍ଦ୍ଧନା ଅବସର ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ,ପୂର୍ବତନ ବିଧାୟକ ଅନାମ ନାଏକ,ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡା ,ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ବରିଷ୍ଟ ନେତା ଭାରତ ଦେଓ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର ,ରମେଶ ମାଝୀ,ଉପ ସଭାପତି ପ୍ରଶାନ୍ତ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ସାହୁ ,ଶର୍ମିଷ୍ଠା ମେହେର ,ସ୍ବଚ୍ଛ ଭାରତ ଜିଲ୍ଲା ସଂଯୋଜକ ଲୋକନାଥ ଦୁର୍ଗା,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ଜ୍ୟୋତି ମୁଣ୍ଡ,ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ଦେବ ସାହୁ,ଉପ ସଭାପତି ସନ୍ତୋଷିନି ଦାସ ,ଜିଲ୍ଲା ସାଧାରଣ ସମ୍ପାଦିକା ଶୋଭଗିନି ପାତ୍ର ,ବିନିତା ଦାସ ,କାଞ୍ଚନ ବେମାଲ ,ଶର୍ମିଷ୍ଠା ନାଏକ,ନିରୁପମା ସାମଲ ସମତେ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande