
ଭୁବନେଶ୍ୱର, 19 ନଭେମ୍ବର (ହି.ସ.) ଆଜି ଜୟଦେବ ଭବନଠାରେ ନିଖିଳ ଭାରତ ସମବାୟ ସପ୍ତାହର ରାଜ୍ୟସ୍ତରୀୟ ଉତ୍ସବ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ମହୋଦୟ ଯୋଗ ଦେବେ । ସମବାୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ