
ଜୟପୁର, 19 ନଭେମ୍ବର (ହି.ସ.) ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ରେ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତି ପାଳିତ ହୋଇଛି । ଜିଲା କଂଗ୍ରେସ କମିଟି ତରଫରୁ ଆୟୋଜିତ କାଯ୍ୟକ୍ରମରେ ଜିଲା ସଭାପତି ରୁପକ ତୁରୁକ, ବରିଷ୍ଟ କଂଗ୍ରେସ ନେତା କୃଷ୍ଣ ଚନ୍ଦ୍ର ନେପାକ, ମଦନ ମୋହନ ନାୟକ, ନିହାର ବିଷୋୟୀ, ବସନ୍ତ ନାୟକ, ରାମ ନାୟକ, ଦୁର୍ଗା ସର୍ମା ପ୍ରମୁଖ ଉପସ୍ଥିତ ରହି ଇନ୍ଦିରା ଗାନ୍ଧୀଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇ ଉପସ୍ଥିତ ଅତିଥି ପାଇ ଆହ୍ୱାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି