21ରେ ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ବିଧାନସଭା ପୂର୍ବରୁ ବସିବ ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବାକୁ ଯାଉଛି ଗୁରୁତ୍ତ୍ୱପୂର୍ଣ ରାଜ୍ୟ କ୍ୟାବିନେଟ । ଆସନ୍ତା ୨୧ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରୀ
21ରେ ରାଜ୍ୟ କ୍ୟାବିନେଟ୍


ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ବିଧାନସଭା

ପୂର୍ବରୁ ବସିବ ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ

ଲୋକସେବା ଭବନରେ ବସିବାକୁ ଯାଉଛି ଗୁରୁତ୍ତ୍ୱପୂର୍ଣ ରାଜ୍ୟ କ୍ୟାବିନେଟ । ଆସନ୍ତା ୨୧ତାରିଖରେ

ଏହି ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ରହିବେ

ଉପସ୍ଥିତ । ୯ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ,

ପାନୀୟ ଜଳ ଆଦି ପ୍ରସ୍ତାବ ଆସିପାରେ । ତା ସହ କିଛି ନୂଆ ଯୋଜନା ପାଇଁ ରାଜ୍ୟ

କ୍ୟାବିନେଟ ନେଇପାରେ ନିଷ୍ପତ୍ତି । ସେଥିପାଇଁ ବିଭାଗୀୟ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି।।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande