ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସାହସ, ସ୍ୱାଭିମାନ ଏବଂ ଅଦମ୍ୟ ପରାକ୍ରମର ପ୍ରତିମୂର୍ତ୍ତି, ମହାନ ବୀରାଙ୍ଗ
ରାଣୀ ଲକ୍ଷ୍ମୀବାଈଙ୍କ     ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ରାଣୀ

ଲକ୍ଷ୍ମୀବାଈଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସାହସ, ସ୍ୱାଭିମାନ ଏବଂ ଅଦମ୍ୟ ପରାକ୍ରମର ପ୍ରତିମୂର୍ତ୍ତି, ମହାନ ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ଉପଲକ୍ଷେ ମୁଁ ତାଙ୍କୁ

ଶ୍ରଦ୍ଧାପୂର୍ବକ ନମନ କରୁଛି।

ମାତୃଭୂମିର ସୁରକ୍ଷା ପାଇଁ

ତାଙ୍କର ଅଦ୍ୱିତୀୟ ଶୌର୍ଯ୍ୟ ଓ ଅଟଳ ସଂକଳ୍ପ ଭାରତୀୟ ନାରୀଶକ୍ତିର ଗୌରବକୁ ଏକ ଅମର ରୂପ ଦିଏ।

ତାଙ୍କର ଜୀବନଗାଥା ପ୍ରତ୍ୟେକ ଭାରତୀୟ ହୃଦୟରେ ରାଷ୍ଟ୍ରସ୍ୱାଭିମାନର ଜ୍ୟୋତିକୁ ଅଧିକ ପ୍ରଖର

କରେ।

ରାଣୀ ଲକ୍ଷ୍ମୀବାଇଙ୍କର

ନେତୃତ୍ୱ,

ଦୂରଦୃଷ୍ଟି ଓ ଅତୁଟ ରାଷ୍ଟ୍ରଭକ୍ତି ମୁକ୍ତିସଂଗ୍ରାମରେ ନୂଆ ଚେତନାର

ସଂଚାର କରିଥିଲା ଏବଂ ଆଗାମୀ ପିଢ଼ିକୁ ସ୍ୱାଧୀନତା ଓ ଦେଶରକ୍ଷାର ପଥରେ ଦୃଢ଼ତାର ସହିତ ଆଗକୁ

ବଢ଼ିବା ପାଇଁ ପ୍ରେରଣା ଦେଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande