ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀ
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀ । ଲୋକସେବା ଭବନ ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ସାଙ୍ଗରେ ଅଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁ
ମୁଖ୍ୟମନ୍ତ୍ରୀଙ୍କୁ     ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀ


ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀଙ୍କୁ

ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀ । ଲୋକସେବା ଭବନ ତୃତୀୟ ମହଲାରେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ସାଙ୍ଗରେ ଅଛନ୍ତି କେନ୍ଦ୍ର ଆଦିବାସୀ

ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ । ଗତକାଲି ରାଉରକେଲା ଯାଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ

କରିଥିଲେ କେନ୍ଦ୍ରମନ୍ତ୍ରୀ । ଆରଏସପିର ସଂପ୍ରସାରଣ ନେଇ ଆଲୋଚନା ହୋଇପାରେ । ଇସ୍ପାତ ଉତ୍ପାଦନ

ବୃଦ୍ଧି ନେଇ ବି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande