ଦ୍ୱିତୀୟ ଦିନରେ ସାଲିଆ ସାହିରେ ଉଚ୍ଛେଦ ଜାରି
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ଆଜି ଦ୍ୱିତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଛେଦ। ବିଏମ୍ସି, ବିଡିଏ ସମେତ କମିଶନରେଟ ପୋଲିସର ମିଳିତ ସ୍କ୍ୱାର୍ଡ ଉଛେଦ ଜାରି ରଖିଛନ୍ତି। ସେପଟେ ଗତକାଲି କିଛି ସାଲିଆ ସାହି ବାସିନ୍ଦା ନିଜ ଘର ଭଙ୍ଗା ଯିବା ପରେ ଖୋଲା
ଦ୍ୱିତୀୟ ଦିନରେ ସାଲିଆ     ସାହିରେ ଉଚ୍ଛେଦ ଜାରି


ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ଆଜି ଦ୍ୱିତୀୟ

ଦିନରେ ସାଲିଆ ସାହିରେ ଜାରି ରହିଛି ଉଛେଦ।

ବିଏମ୍ସି, ବିଡିଏ ସମେତ କମିଶନରେଟ ପୋଲିସର ମିଳିତ ସ୍କ୍ୱାର୍ଡ ଉଛେଦ

ଜାରି ରଖିଛନ୍ତି। ସେପଟେ ଗତକାଲି କିଛି ସାଲିଆ ସାହି ବାସିନ୍ଦା ନିଜ ଘର ଭଙ୍ଗା ଯିବା ପରେ ଖୋଲା

ଆକାଶ ତଳେ ଜରିପାଲ ଟାଣି ନିଜର ଆସବାବପତ୍ର ରଖି ରାତି କାଟିଛନ୍ତି। ବିଏମସି ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଘରେ ଦୁଇ ଜଣରୁ

ଅଧିକା ରହିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ପ୍ରତି ଘର ପିଛା ଅର୍ଥ ରାଶି ସେମାନେ ଦେଇ

ପାରିବେ ନାହିଁ ବୋଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande