
ହ୍ୟୁମାନ ସାଗରଙ୍କ ପାଇଁ ସ୍ଯାଣ୍ଡ ଆନିମେସନ
ପୁରୀ, 19 ନଭେମ୍ବର (ହି.ସ.)-ଓଡିଶାର ସୁନାମଧନ୍ଯ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ଅଠରନଳାର ଭାସ୍କର୍ଯ୍ଯ ଶିଳ୍ପୀ ଶ୍ରୀଧର ଦାସ ହ୍ୟୁମାନ ସାଗରଙ୍କ ସ୍ଯାଣ୍ଡ ଆନିମେସନ ପ୍ରଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସ୍ଯାଣ୍ଡ ଆନିମେସନ ଦେଖିବା ପାଇଁ ଦର୍ଶକଙ୍କ ଗହଳି ଲାଗିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ