ଧରଣୀଧର ମେଡ଼ିକାଲ କଲେଜ ଓ ହସପିଟାଲର କାର୍ଯ୍ୟ ସମୀକ୍ଷା କଲେ ସାଂସଦ ଅନନ୍ତ ନାୟକ
କେନ୍ଦୁଝର, 20 ନଭେମ୍ବର (ହି.ସ.) ଆଜି କେନ୍ଦୁଝର ପ୍ରଦକ୍ଷଣ ଗୃହ (Circuit House) ଠାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ, ଧରଣୀଧର ମେଡ଼ିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ବିଭିନ୍ନ ସଂସ୍ଥାର ପ୍ରତିନିଧି ମାନଙ୍କ ସହିତ ସାଂସଦ ଅନ
ଧରଣୀଧର ମେଡ଼ିକାଲ କଲେଜ ଓ ହସପିଟାଲର କାର୍ଯ୍ୟ ସମୀକ୍ଷା କଲେ ସାଂସଦ ଅନନ୍ତ ନାୟକ


କେନ୍ଦୁଝର, 20 ନଭେମ୍ବର (ହି.ସ.)

ଆଜି କେନ୍ଦୁଝର ପ୍ରଦକ୍ଷଣ ଗୃହ (Circuit House) ଠାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ, ଧରଣୀଧର ମେଡ଼ିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ବିଭିନ୍ନ ସଂସ୍ଥାର ପ୍ରତିନିଧି ମାନଙ୍କ ସହିତ ସାଂସଦ ଅନନ୍ତ ନାୟକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସାଂସଦ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିଥିଲେ। ଜିଲ୍ଲା ଚିକିତ୍ସାଳୟ ଓ ମେଡ଼ିକାଲ କଲେଜର ଅଧିକାରୀ ମାନେ ନିଜ ରିପୋର୍ଟ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande