ମନ୍ତେଇ ମହୋତ୍ସବ କମିଟି ପକ୍ଷରୁ ଶୀତବସ୍ତ୍ର ଏବଂ କମ୍ବଳ ବଂଟନ
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ଏହି ଜିଲାର ଧାମରା ଏବଂ ଚାନ୍ଦବାଲି ଅଂଚଳରେ ମନ୍ତେଇ ମହୋତ୍ସବ କମିଟି ପକ୍ଷରି ଶୀତବସ୍ଥ୍ର ଏବଂ କମ୍ବଳ ବଂଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ତେଇ ମହୋତ୍ସବ କମିଟି ନିଜ ସମ୍ବଳରୁ ଆର୍ଥିକ ଅନଗ୍ରସର ପରିବାର, ଅସହାୟ ଏବଂ ନିସହାୟ ମାନଙ୍କୁ ଶୀତବସ୍ତ୍ର
MANTEI MOHASTAV COMMITTEE KAMBAL BANTAN


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ଏହି ଜିଲାର ଧାମରା ଏବଂ ଚାନ୍ଦବାଲି ଅଂଚଳରେ ମନ୍ତେଇ ମହୋତ୍ସବ କମିଟି ପକ୍ଷରି ଶୀତବସ୍ଥ୍ର ଏବଂ କମ୍ବଳ ବଂଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ତେଇ ମହୋତ୍ସବ କମିଟି ନିଜ ସମ୍ବଳରୁ ଆର୍ଥିକ ଅନଗ୍ରସର ପରିବାର, ଅସହାୟ ଏବଂ ନିସହାୟ ମାନଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ କରାଯାଇଥିଲା। ଧାମରା, ଦୋସିଙ୍ଗା, କଇଥଖୋଲା, ଚାନ୍ଦବାଲି ଅଂଚଳରେ ଏହି ବଂଟନ କାର୍ଯ୍ୟକ୍ରମ ହୋଇଥିବା ବେଳେ ମନ୍ତେଇ ମହୋତ୍ସବ କମିଟି ର ଉପଦେଷ୍ଟା ସୁକାନ୍ତ କୁମାର ସେଠୀ, ତ୍ରିଲୋଚନ ବେହେରା, ମଧୁସ୍ମିତା ସେଠୀ, ଅମୁଲ୍ୟ ରାଉତ, ଅଶୋକ ପଣ୍ଡିତ,ଖଗେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande