ଭଦ୍ରକ ବିଜେପିର ବିଶାଳ ମିଶ୍ରଣ ପର୍ବ
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଭଦ୍ରକ ବିଧାନସଭା ଅନ୍ତର୍ଗତ, ମା ଦାଣ୍ଡ ବାସୂଳି ମଣ୍ଡଳ ଜଗଦଳପୁର ପଂଚାୟତର ସରପଂଚ ଏବଂ ରମ୍ଭିଳା ପଂଚାୟତର ସରପଂଚ ଓ ସମିତି ସଭ୍ୟାଙ୍କ ସହ ଦୁଇ ପଂଚାୟତର ଶତାଧିକ ସମର୍ଥକ ମାନେ ଭଦ୍ରକ ବିଧାନସଭା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ,
BHADRAK BJP MISHRANA PARBA


ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଭଦ୍ରକ ବିଧାନସଭା ଅନ୍ତର୍ଗତ, ମା ଦାଣ୍ଡ ବାସୂଳି ମଣ୍ଡଳ ଜଗଦଳପୁର ପଂଚାୟତର ସରପଂଚ ଏବଂ ରମ୍ଭିଳା ପଂଚାୟତର ସରପଂଚ ଓ ସମିତି ସଭ୍ୟାଙ୍କ ସହ ଦୁଇ ପଂଚାୟତର ଶତାଧିକ ସମର୍ଥକ ମାନେ ଭଦ୍ରକ ବିଧାନସଭା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏବଂ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟିର ବହୁ କର୍ମକର୍ତା ଓ କର୍ମୀ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande