ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ
ଜୟପୁର, 21 ନଭେମ୍ବର (ହି.ସ.) ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥନା ୨ ମହିଳା କୁ ଗିରଫ କରିଛି । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ସାନ ଜିଉନା ଓ ସୁନାରିଗୁଡା ରେ ଚଢାଉ କରି ୧୭ ଲିଟର ଦେଶି ମଦ ଜବତ କରିଛି । ୨ ମହିଳା ଅଭିଯୁକ୍ତ କୁ ଗିରଫ କରି ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲା
ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ


ଜୟପୁର, 21 ନଭେମ୍ବର (ହି.ସ.)

ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥନା ୨ ମହିଳା କୁ ଗିରଫ କରିଛି । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ସାନ ଜିଉନା ଓ ସୁନାରିଗୁଡା ରେ ଚଢାଉ କରି ୧୭ ଲିଟର ଦେଶି ମଦ ଜବତ କରିଛି । ୨ ମହିଳା ଅଭିଯୁକ୍ତ କୁ ଗିରଫ କରି ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରି ଥିବା ବିଷୟ ଅବକାରି ଥାନା ଓଆଇସି ସୁବ୍ରତ କେଶିରି ହିରନ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande