ଗଞ୍ଜେଇ ଜବତ, ଜଣେ ଗିରଫ
ଖୋର୍ଦ୍ଧା, ୨୧ ନଭେମ୍ବର(ହି.ସ.) – ଆଦର୍ଶ ଥାନା ପୋଲିସ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି। ଗିରଫ ଜଣକ ହେଲା ଗୁରୁଜଙ୍ଗ ଟାଙ୍ଗି ସାହିର ଜିତେନ୍ଦ୍ର ସୁନ୍ଦରାୟ। ପୋଲିସ ତା ଠାରୁ ସାଢ଼େ ଚାରି କିଲୋ ଗଞ୍ଜେଇ ,୨୦୧୦ ଟଙ୍କା, ଗୋଟିଏ ମୋବାଇଲ ଜବତ କରିଛି। ପୋଲିସ ସୁଚନା ମୁତାବକ ଶୁକ୍ରବାର
ଗଞ୍ଜେଇ


ଖୋର୍ଦ୍ଧା, ୨୧ ନଭେମ୍ବର(ହି.ସ.) – ଆଦର୍ଶ ଥାନା ପୋଲିସ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି। ଗିରଫ ଜଣକ ହେଲା ଗୁରୁଜଙ୍ଗ ଟାଙ୍ଗି ସାହିର ଜିତେନ୍ଦ୍ର ସୁନ୍ଦରାୟ। ପୋଲିସ ତା ଠାରୁ ସାଢ଼େ ଚାରି କିଲୋ ଗଞ୍ଜେଇ ,୨୦୧୦ ଟଙ୍କା, ଗୋଟିଏ ମୋବାଇଲ ଜବତ କରିଛି। ପୋଲିସ ସୁଚନା ମୁତାବକ ଶୁକ୍ରବାର ଜିତେନ୍ଦ୍ର ଗୁରୁଜଙ୍ଗ ମେଳଣ ପଡ଼ିଆ ଶିବଙ୍କ ପ୍ରତିମୂର୍ତି ପଛରେ ବେପାର କରୁଥିବା ନେଇ ଆଦର୍ଶ ଥାନା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଚଢ଼ାଉ ଜାରିଥିଲା।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande