ବିଶ୍ଵ ମତ୍ସ୍ୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ବିଭାଗୀୟ ମନ୍ତ୍ରୀ
ଭୁବନେଶ୍ୱର, 21 ନଭେମ୍ବର (ହି.ସ.) ଆଜି କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି ଠାରେ ବିଶ୍ଵ ମତ୍ସ୍ୟ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେବେ । ---------------
ବିଶ୍ଵ ମତ୍ସ୍ୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ବିଭାଗୀୟ ମନ୍ତ୍ରୀ


ଭୁବନେଶ୍ୱର, 21 ନଭେମ୍ବର (ହି.ସ.) ଆଜି କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି ଠାରେ ବିଶ୍ଵ ମତ୍ସ୍ୟ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande