ବାଚସ୍ପତି ସୁରମା ପାଢୀଙ୍କୁ ଧର୍ମଶାଳାରେ ସ୍ୱାଗତ ସମ୍ବର୍ଦ୍ଧନା
ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ଶୁକ୍ରବାର ବାଚସ୍ପତି ସୁରମା ପାଢୀ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ସମୟରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜାରକାସ୍ଥ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଶହଶହ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର
ବାଚସ୍ପତି ସୁରମା ପାଢୀଙ୍କୁ ଧର୍ମଶାଳା ସ୍ୱାଗତ ସମ୍ବର୍ଦ୍ଧନା


ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ଶୁକ୍ରବାର ବାଚସ୍ପତି ସୁରମା ପାଢୀ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ସମୟରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜାରକାସ୍ଥ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଶହଶହ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଜେପି ଜିଲା ସଭାନେତ୍ରୀ ଦେବଯାନୀ ପ୍ରଧାନଙ୍କ ସମେତ ଧର୍ମଶାଳା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ମହିଳା ନେତ୍ରୀ ଓ ଯୁବନେତା ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande