ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଜଡିତ ୪ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଜେରା
ଗଂଜାମ, 21 ନଭେମ୍ବର (ହି.ସ.) ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡା ହତ୍ୟକାଣ୍ଡରେ ଜଡିତ ହୋଇ ଜେଲରେ ଥିବା କୁରୁପତି ଭୂୟାଁ, ଉମା ବିଷୋୟୀ ଚିଣ୍ଟୁ ପ୍ରଧାନ ଓ ଯୋଗୀ ରାଉତକୁ ବ୍ରହ୍ମପୁର ପୁଲିସ୍ ପୁଣି ଆଜି ଦୁଇ ଦିନିଆ ରିମାଣ୍ଡରରେ ଆଣି ମୁଁହାମୁହିଁ ଜେରା ଆରମ୍ଭ କରି ସତ ଓଗାଳିବାକୁ ଚେଷ୍ଟା
ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଜଡିତ ୪ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଜେରା


ଗଂଜାମ, 21 ନଭେମ୍ବର (ହି.ସ.) ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡା ହତ୍ୟକାଣ୍ଡରେ ଜଡିତ ହୋଇ ଜେଲରେ ଥିବା କୁରୁପତି ଭୂୟାଁ, ଉମା ବିଷୋୟୀ ଚିଣ୍ଟୁ ପ୍ରଧାନ ଓ ଯୋଗୀ ରାଉତକୁ ବ୍ରହ୍ମପୁର ପୁଲିସ୍ ପୁଣି ଆଜି ଦୁଇ ଦିନିଆ ରିମାଣ୍ଡରରେ ଆଣି ମୁଁହାମୁହିଁ ଜେରା ଆରମ୍ଭ କରି ସତ ଓଗାଳିବାକୁ ଚେଷ୍ଟା କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande