ଭାରତ ରତ୍ନ ସିଭି ରମଣଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ଭାରତ ରତ୍ନ ସିଭି ରମଣଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ବିଜେତା ଭାରତ ରତ୍ନ ସିଭି ରମଣଙ୍କ ଶ୍ରାଦ୍ଧବାର୍ଷିକୀ
ଭାରତ ରତ୍ନ ସିଭି ରମଣଙ୍କୁ ନମନ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ଭାରତ ରତ୍ନ ସିଭି ରମଣଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

। ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ ବୈଜ୍ଞାନିକ ତଥା ନୋବେଲ

ପୁରସ୍କାର ବିଜେତା ଭାରତ ରତ୍ନ ସିଭି ରମଣଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କୋଟି କୋଟି ପ୍ରଣାମ

ଜଣାଉଛି । ପଦାର୍ଥ ବିଜ୍ଞାନ ଗବେଷଣା କ୍ଷେତ୍ରରେ ପ୍ରେରଣାର ସ୍ରୋତ ଭାବେ ସେ ଚିର ନମସ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande