ବିଧାୟକ ସଂଜୀବ ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିର ସୁରକ୍ଷା ଓ ସ୍ୱାଭିମାନକୁ ନେଇ ଆଲୋଚନା
ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଆଜି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୂର୍ବତନ ଭଦ୍ରକ ବିଧାୟକ ତଥା ବର୍ତମାନ ର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କ ଉପସ୍ଥିତ ରେ ତାଙ୍କ ବାସଭବନରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ୩୬ ଗୋଟି ଗ୍ରାମ ପଂଚାୟତ ର ନେତୃମଣ୍ଡଳୀ ଓ ବିଜେଡ଼ି ସମର୍ôଥତ ନିର୍
MLA SANJIB MALLICK ALOCHANA


ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଆଜି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୂର୍ବତନ ଭଦ୍ରକ ବିଧାୟକ ତଥା ବର୍ତମାନ ର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କ ଉପସ୍ଥିତ ରେ ତାଙ୍କ ବାସଭବନରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ୩୬ ଗୋଟି ଗ୍ରାମ ପଂଚାୟତ ର ନେତୃମଣ୍ଡଳୀ ଓ ବିଜେଡ଼ି ସମର୍ôଥତ ନିର୍ବାଚିତ ଜନପ୍ରତିନିଧି ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ସୁରକ୍ଷା ଓ ତୃଣମୂଳ ସ୍ତରର କର୍ମକର୍ତା ଙ୍କ ସ୍ୱାଭିମାନ ଓ ସମ୍ମାନ କୁ ନେଇ ଦଳ ପକ୍ଷରୁ ଏକ ବୃହତ୍ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା। ଜିଲ୍ଲା ବିଜେଡ଼ି ଯୁବ ସଭାପତି ତଥା ଭଦ୍ରକ ବ୍ଲକ ଉପାଧ୍ୟକ୍ଷ, ଭଦ୍ରକ ବ୍ଲକ୍ ବିଜେଡ଼ି ସଭାପତି,ତିନୋଟି ଜିଲ୍ଲା ପରିଷଦ ଜୋନ୍ ର ନିର୍ବାଚିତ ଜନପ୍ରତିନିଧି ଓ ୩୬ ଗୋଟି ଗ୍ରାମ ପଂଚାୟତ ର ନେତୃମଣ୍ଡଳୀ ଓ ନିର୍ବାଚିତ ଜନପ୍ରତିନିଧି ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande