
ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ପୋଲିସ ଏସଆଇ ନିଯୁକ୍ତ କେଳେଙ୍କାରୀ ମାମଲା ସିବିଆଇ ଶନିବାର ଦିନ ୪ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା କରିଛି। ଗତକାଲି ସିବିଆଇ ୬ ଜଣଙ୍କୁ ଡାକି ୮ଘଂଟା ରୁ ଅଧିକ ସମୟ ଜେରା କରି ଛାଡିଥିଲା। ଏହି ମାମଲାରେ ସିବିଆଇ ମୋଟ ୧୦ଜଣଙ୍କୁ ସମନ କରିଥିଲା । ସମନ ଆଧାରରରେ ସମସ୍ତେ ହାଜର ହେଉଛନ୍ତି ପରୀକ୍ଷାର୍ଥୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା