ଡିସେମ୍ବର 14ରେ ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସର ରାଲି, ଉଠାଇବ ଏସଆଇଆର ପ୍ରସଙ୍ଗ
ନୂଆଦିଲ୍ଲୀ, 22 ନଭେମ୍ବର (ହି.ସ.)- କଂଗ୍ରେସ୍‌ 14 ଡିସେମ୍ବରରେ ଦିଲ୍ଲୀର ରାମଲୀଳା ମୈଦାନରେ ମତଦାତା ତାଲିକାର ବିଶେଷ ଗଭୀର ପୁନର୍ବୀକ୍ଷଣ (ଏସଆଇଆର) ଏବଂ ଭୋଟ୍‌ ଚୋ ବିରୋଧରେ ବଡ଼ ରାଲି କରିବାକୁ ଘୋଷଣା କରିଛି। ପାର୍ଟିର ମହାସଚିବ କେ. ସି. ବେଣୁଗୋପାଳ କହିଛନ୍ତି ଯେ
ଡିସେମ୍ବର 14ରେ ଦିଲ୍ଲୀର ରାମଲୀଳା ମୈଦାନରେ     କଂଗ୍ରେସର ରାଲି, ଉଠାଇବ ଏସଆଇଆର ପ୍ରସଙ୍ଗ


ନୂଆଦିଲ୍ଲୀ, 22 ନଭେମ୍ବର (ହି.ସ.)- କଂଗ୍ରେସ୍‌ 14 ଡିସେମ୍ବରରେ ଦିଲ୍ଲୀର

ରାମଲୀଳା ମୈଦାନରେ ମତଦାତା ତାଲିକାର ବିଶେଷ ଗଭୀର ପୁନର୍ବୀକ୍ଷଣ (ଏସଆଇଆର) ଏବଂ ଭୋଟ୍‌ ଚୋ

ବିରୋଧରେ ବଡ଼ ରାଲି କରିବାକୁ ଘୋଷଣା କରିଛି।

ପାର୍ଟିର ମହାସଚିବ କେ. ସି. ବେଣୁଗୋପାଳ କହିଛନ୍ତି ଯେ

ଭୋଟ୍‌ ଚୋରି ଭାରତୀୟ ଗଣତନ୍ତ୍ର ପାଇଁ ଗୁରୁତର ବିପଦ ପାଲଟିଛି ଏବଂ ଏହାର ବିରୋଧରେ ଦେଶବ୍ୟାପୀ ବାର୍ତ୍ତା

ଦେବା ଆବଶ୍ୟକ। ସେ ବିଜେପିଏବଂ ନିର୍ବାଚନ ଆୟୋଗ ଉପରେ ନିର୍ବାଚନ ପ୍ରକ୍ରିୟାରେ

ପକ୍ଷପାତ କରିବାର ଅଭିଯୋଗ ଆଣିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande