ଶହୀଦ ଲକ୍ଷ୍ମଣ ନାଏକଙ୍କ ଅବଦାନକୁ ସ୍ମରଣ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଶହୀଦ ଲକ୍ଷ୍ମଣ ନାଏକଙ୍କ ଅବଦାନକୁ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ଶହୀଦ ଲକ୍ଷ୍ମଣ ନାଏକଙ୍କ
ଶହୀଦ ଲକ୍ଷ୍ମଣ ନାଏକଙ୍କ ଅବଦାନକୁ ସ୍ମରଣ କଲେ     ପ୍ରଭାତି ପରିଡା


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଶହୀଦ ଲକ୍ଷ୍ମଣ ନାଏକଙ୍କ ଅବଦାନକୁ ସ୍ମରଣ

କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା

କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ଶହୀଦ ଲକ୍ଷ୍ମଣ ନାଏକଙ୍କ

ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି । ମୁକ୍ତି ସଂଗ୍ରାମରେ ତାଙ୍କ ନେତୃତ୍ୱ ଏବଂ

ବଳିଦାନ ପାଇଁ ସେ ଚିର ସ୍ମରଣୀୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande