ଏସଆଇ ପରୀକ୍ଷା ଦୁର୍ନୀତି, ମୂଳ ଯାଏ ପହଂଚିବ ସିବିଆଇ- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଏସଆଇ ପରୀକ୍ଷା ଦୁର୍ନୀତି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଏହାର ମୂଳ ଯାଏ ପହଂଚିବ । ରାଜନୈତିକ ଲୋକ ହେଉ କିମ୍ବା ଯେତେ ବଡ଼ ଲୋକ ସମ୍ପୃକ୍ତ ଥାଉ ଦଣ୍ଡ ପାଇବ ବୋଲ
ଏସଆଇ ପରୀକ୍ଷା ଦୁର୍ନୀତି, ମୂଳ ଯାଏ ପହଂଚିବ ସିବିଆଇ-     ଆଇନ ମନ୍ତ୍ରୀ


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଏସଆଇ ପରୀକ୍ଷା ଦୁର୍ନୀତି ନେଇ ଆଇନ

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଏହାର

ମୂଳ ଯାଏ ପହଂଚିବ । ରାଜନୈତିକ ଲୋକ ହେଉ କିମ୍ବା

ଯେତେ ବଡ଼ ଲୋକ ସମ୍ପୃକ୍ତ ଥାଉ ଦଣ୍ଡ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande